Saturday, 8 March 2025

ଅଣୁ ରେଣୁ ସକଳ କଲେ କୃଷ୍ଣଙ୍କୁ ହୃଦୟ ପଦକ

ଅଣୁ ରେଣୁ ସକଳ କଲେ କୃଷ୍ଣଙ୍କୁ ହୃଦୟ ପଦକ ମୁହିଁ ମହାପତିତ ଗୋବିନ୍ଦ ନାମରେ ଗୁନ୍ଥେ ମାଳ ଭେଟ ହେଲେ ସିନା ବିଶାଳ ବକ୍ଷରେ ଲମ୍ବାଇବି ମୋ କ୍ଷୀଣ ବୁଦ୍ଧି ଖୋଜି ପାଏନି ତାର ପାଦତଳ

No comments:

Post a Comment