Thursday, 6 March 2025

ମୋତେ ଏତିକି ଦୟା କର ହେ ଲୀଳାନିଧି

ମୋତେ ଏତିକି ଦୟା କର ହେ ଲୀଳାନିଧି ତୁମ୍ଭ ଅବ୍ୟକ୍ତ ପାଦ ସନ୍ଧାନରେ ସରୁ କାଳ ଅନ୍ତିମ ହେଲାବେଳେ ମୋ ସଂସାର ଯାତ୍ରା ମୋ ଆଖି ଡୋଳାରେ ଲାଖିଥିବ ନନ୍ଦବାଳ

No comments:

Post a Comment