Wednesday, 18 June 2025

ହେ ବ୍ରହ୍ମଦାରୁ ଚକାଡୋଳା ଅତି ସ୍ମିତ ମଧୁର ମୁଖ

ହେ ବ୍ରହ୍ମଦାରୁ ଚକାଡୋଳା ଅତି ସ୍ମିତ ମଧୁର ମୁଖ ଆହାଃ ତୋତେ କିଏ ଗଢିଲା କରି ଏଡ଼େ ସୁନ୍ଦର ହେ ବଂଶୀ ବଦନ ଭକ୍ତ ଚନ୍ଦନ ମୁନି ଚିତ୍ତ ଚୋର ଆହାଃ ତୋ ଲାଗି ଏହି ହୃଦୟ ହେଲା ଶ୍ରୀମନ୍ଦିର

No comments:

Post a Comment