A flower with 4 petals
Friday, 20 June 2025
ତୋର ଉଦରରେ ଆତ୍ମା ସମ ପାଳୁ ଏହି ଅଖିଳ ସଚରାଚର
ତୋର ଉଦରରେ ଆତ୍ମା ସମ ପାଳୁ ଏହି ଅଖିଳ ସଚରାଚର ତିନି ନୟନରେ ଅମାପ ବାତ୍ସଲ୍ୟ ମମତା ଦୀପ ସଦା ଜଳେ ତୋ ପଦ୍ମ ପାଦକୁ ଆଖିର ଲୁହରେ ଧୋଇଲି ଦୁର୍ଗା ତାରିଣୀ ନାଲି ମନ୍ଦାର ଭାବି ଅଧମ ସନ୍ତାନକୁ ଆଶ୍ରା ଦିଅ ପାଦ ତଳେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment