Thursday, 19 June 2025

ଆଶା ପାଶରେ ବନ୍ଧା ବ୍ୟାଧି ପୂର୍ଣ୍ଣ ଜରାଜୀର୍ଣ୍ଣ ଏହି ଶରି

ଆଶା ପାଶରେ ବନ୍ଧା ବ୍ୟାଧି ପୂର୍ଣ୍ଣ ଜରାଜୀର୍ଣ୍ଣ ଏହି ଶରି ଅକ୍ଷମ ଅଷ୍ଟାଙ୍ଗ ଯୋଗକୁ ନବଧା ଭକ୍ତିର ଆଶ୍ରା ନେଲି ଝଡି ପଡୁଥିବା ଫୁଲକୁ ଗୋବିନ୍ଦ ଛନ୍ଦାପାଦରେ ଦେଇ ଅଜର ଅମର ଆଯୋନି ସମ୍ଭୁତ ଭେଟିବାକୁ ଇଚ୍ଛା କଲି

No comments:

Post a Comment