Thursday, 19 June 2025

ଗୋଟିଏ ଟିକି ଚଢେଇର ଦେହ ଜୀବନ

ଗୋଟିଏ ଟିକି ଚଢେଇର ଦେହ ଜୀବନ ଦି ବୁନ୍ଦା ବରଷା ଦି ଖଣ୍ଡ ଚାଉଳର ଖୁଦ ଗୋଟିଏ ବୈଷ୍ଣ ମନଟି କେଡେ କୋମଳ ହୃଦୟ ପଦ୍ମ ପାଖୁଡ଼ାରେ କୃଷ୍ଣ ହୁଅନ୍ତି ମୁଦ

No comments:

Post a Comment