Sunday, 15 June 2025

ମାଆ ଗୋ ତୁହି କଲ୍ୟାଣୀ ମଙ୍ଗଳା ତାରିଣୀ ସର୍ବ ସୁଲକ୍ଷଣୀ

ମାଆ ଗୋ ତୁହି କଲ୍ୟାଣୀ ମଙ୍ଗଳା ତାରିଣୀ ସର୍ବ ସୁଲକ୍ଷଣୀ ତୋହରି ପିନ୍ଧା ପଣତ କାନିରେ ମୋ ଆଖି ଲୁହ ପୋଛି ଦେ ମାଆ ତୁ ଜନ୍ମଦାତ୍ରୀ ମାତୃଭୂମି ମାତୃଭାଷା ବାତ୍ସଲ୍ୟ ମମତା ତୋହରି କୃପା କଟାକ୍ଷରେ ପବିତ୍ର କରି ତୋ କୋଳକୁ ନେ

No comments:

Post a Comment