Monday, 23 June 2025

ହେ ଜୀବ ଜୀବନ ହେ ଦୁଃଖ ନାଶନ ଗରୁଡାସନ

ହେ ଜୀବ ଜୀବନ ହେ ଦୁଃଖ ନାଶନ ଗରୁଡାସନ ମୋତେ ସମ୍ପଦରେ ଥୋଇଣ ଚାଲିଗଲ କେଣେ କୃଷ୍ଣ କୃଷ୍ଣ କୃଷ୍ଣ ବୋଲି ମୁହିଁ ଝୁରି ଝୁରି ମରୁଅଛି ଆହାଃ ଏକା ଭୁଞ୍ଜିବାକୁ ଅମୃତକୁ ବି ବିଷ ମଣେ

No comments:

Post a Comment