Friday, 20 June 2025

ତୋତେ ମାପିବାକୁ କାହା ପାଖରେ ଅଛି ମାନ ଦଣ୍ଡ

ତୋତେ ମାପିବାକୁ କାହା ପାଖରେ ଅଛି ମାନ ଦଣ୍ଡ ହେ ଶ୍ରୀହରି ତୋତେ ନିରନ୍ତର ଭଜଇ କାକ ଭୂଷଣ୍ଡ ଦୃଢ଼ ଆଲିଙ୍ଗନରେ ବାନ୍ଧିବାକୁ ନବଧା ଭକ୍ତି ସମର୍ଥ ନନ୍ଦୀଘୋଷରେ ବୋହିବାକୁ ଭକ୍ତ ହେଲେଣି ରୁଣ୍ଡ

No comments:

Post a Comment