Sunday, 22 June 2025

ପାହାଡି ଝରଣା ପାଦରେ ଯିଏ ବାନ୍ଧିଦେଲା ପେନ୍ଥା ପେନ୍ଥା ଘୁଙ୍ଗୁର

ପାହାଡି ଝରଣା ପାଦରେ ଯିଏ ବାନ୍ଧିଦେଲା ପେନ୍ଥା ପେନ୍ଥା ଘୁଙ୍ଗୁର କଳା କୋଇଲି କଣ୍ଠରେ ଯେ ଭରିଲା ଏଡ଼େ ମିଠା କୁହୁ କୁହୁ ତାନ ପରାଣ ପବନକୁ ଯିଏ କଲା ମୃଦ୍ୟୁ ମୃଦ୍ୟୁ ସୁଶୀତଳ ମଳୟ ପବନ ଆଖିରେ ତାଙ୍କୁ ଦେଖି ନାହିଁ ହେଲେ ପାଦରେ ବିକିଅଛି ପ୍ରାଣ ମନ

No comments:

Post a Comment