Sunday, 15 June 2025

ମାଆ ତୋ ପଦ୍ମ ପାଦ ସେବା ମୁଁ କରି ନ ପାରିଲି

ମାଆ ତୋ ପଦ୍ମ ପାଦ ସେବା ମୁଁ କରି ନ ପାରିଲି ଯୌବନ ବେହୋସ କଲା ଘରକୁ ଆଣିଲି କନିଆ ମାଆ ତୁ ସର୍ବସଂହା ପରମ କ୍ଷମାମୟୀ କଲ୍ୟାଣୀ ତୋ ପଣତରେ ଢାଙ୍କିଦେ ଭଵ ଭୟରେ ଛାନିଆ

No comments:

Post a Comment