A flower with 4 petals
Monday, 23 June 2025
ଶୁଣ ବିକାରରେ ତୁହି ଆଉ ମୋ ଶରୀରରେ ରୁହନା ତୁହି
ଶୁଣ ବିକାରରେ ତୁହି ଆଉ ମୋ ଶରୀରରେ ରୁହନା ତୁହି ମୋହର ହୃଦୟ ମନ ଭାବନା କଳୁଷିତ ଯାଉଅଛି ହୋଇ ଅତି ଦୁର୍ଲଭ ଏହି ମନୁଷ୍ୟ ଜନ୍ମ ହୋଇଲା ସମ୍ପୂର୍ଣ୍ଣ ବେକାର ଅନ୍ତ ସମୟ ଆସି ହେଲା ଉପସ୍ଥିତ କୃଷ୍ଣଙ୍କୁ ଭେଟିଲି ନାହିଁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment