Monday, 23 June 2025

ବିପଦ ଅଭାବ ଯେତିକି ଯେତିକି ପାଖକୁ ମାଡି ଆସୁଥାଏ

ବିପଦ ଅଭାବ ଯେତିକି ଯେତିକି ପାଖକୁ ମାଡି ଆସୁଥାଏ ଓଁ ଶ୍ରୀ ସାଇରାମ ଆପଣ ସେତିକି ସେତିକି ହୁଅନ୍ତି ନିକଟ ସନ୍ଦେହ ଦ୍ଵିବିଧା ଯେତିକି ଯେତିକି ହୃଦେ ବଢିଯାଉଥାଏ ଓଁ ଶ୍ରୀ ସାଇରାମ ଯେ କୃଷ୍ଣ ସେତିକି ହେଉଥାଏ ସୁସ୍ପଷ୍ଟ

No comments:

Post a Comment