Sunday, 22 June 2025

କଥା ନ କହିଲେ ନ କୁହନ୍ତୁ ହେ ମଣିମା

କଥା ନ କହିଲେ ନ କୁହନ୍ତୁ ହେ ମଣିମା ଚକାଆଖି ଦେଖି ସବୁ ମୁହିଁ ବୁଝି ପାରୁଛି ମୌନ ସମ୍ମତି ପରମ ଲକ୍ଷଣ ମହାବାହୁ ସେଥିଲାଗି ମୁଁ ଦୂରରୁ ଝୁରି ଝୁରି ମରୁଛି

No comments:

Post a Comment