Saturday, 14 June 2025

ହଂସ ଉଡିଗଲେ ବ୍ରହ୍ମଦାରୁରେ ବସା କରିବ

ହଂସ ଉଡିଗଲେ ବ୍ରହ୍ମଦାରୁରେ ବସା କରିବ ସ୍ମରଣରେ ଚଞ୍ଚଳ ମନ ମୋ ଅତୀବ ଉଚ୍ଚାଟ ଯେତେବେଳେ ଦେହ ପିଞ୍ଜରା ଖୋଲିଯିବ ଗୋପାଳ ବାଳ କଢ଼ାଇବୁ ବୈକୁଣ୍ଠକୁ ବାଟ

No comments:

Post a Comment