Sunday, 15 June 2025

ଗରୁଡ ପଛରୁ ଚାହାଁ ଚାହାଁ ପ୍ରାଣ ମିତଣୀ

ଗରୁଡ ପଛରୁ ଚାହାଁ ଚାହାଁ ପ୍ରାଣ ମିତଣୀ ଆହାଃ କେଡେ ଅପୂର୍ବ ଶୋଭା ପଦ୍ମମୁଖ ଉର୍ଦ୍ଧକୁ ଦି ବାହୁ ଟେକି ବୋଲ ହରି ହରି ତୁ ଲଭିବୁ କୃଷ୍ଣ ଆଲିଙ୍ଗନ ବ୍ରହ୍ମାନନ୍ଦ ସୁଖ

No comments:

Post a Comment