Sunday, 15 June 2025

ପଡି ପଡି ତୋ ବୈଷ୍ଣବ ଦୁଆରେ

ପଡି ପଡି ତୋ ବୈଷ୍ଣବ ଦୁଆରେ ସରି ସରି ଯାଉ ମୋହର ଆୟୁଷ ଦେଖି ଦେଖି ମୃଦ୍ୟୁ ମଧୁର ଚାଲି ଶୁଣି ଶୁଣି ଲୀଳା ଖ୍ୟାତି ପିୟୁଷ

No comments:

Post a Comment