Saturday, 14 June 2025

ମୁହିଁ ବିକି ଦେଇଛି ପରାଣ ଘନଶ୍ୟାମଙ୍କୁ

ମୁହିଁ ବିକି ଦେଇଛି ପରାଣ ଘନଶ୍ୟାମଙ୍କୁ ସେ ଅପୂର୍ବ କାଳିଦଳାର ଛନ୍ଦାପାଦରେ ଭାବ ବିଗ୍ରହ ଭାବରେ ଭରିଲେ ଆଞ୍ଜୁଳି ଏ ଅଭାବୀ ହୃଦରେ ସାଇତିଛି ଆଦରେ

No comments:

Post a Comment