Friday, 13 June 2025

ତୋତେ ଆଖି ମିଳେଇବା ମନାରେ ଚିତ୍ତ ଚୋରା ଚକାଡୋଳା

ତୋତେ ଆଖି ମିଳେଇବା ମନାରେ ଚିତ୍ତ ଚୋରା ଚକାଡୋଳା ଆହାଃ ତୁହି କେମିତି ଏମିତି ପିଇଯିବା ଆଖିରେ ଦେଉଛୁ ଚାହିଁ ତୋର ଦୁଇ ଆଖି କେବଳ ଆଖି ନୁହେଁ ଭାବର ଅଥଳ ସାଗର ହେ ଭକ୍ତ ହୃଦ ଚନ୍ଦନ ଥରେ ଚାହିଁଲେ ପାଦ ଆଉ ଉଠେ ନାହିଁ

No comments:

Post a Comment