Wednesday, 18 June 2025

ଚିର ଯୌବନା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବିଷ୍ଣୁ ପାଟରାଣୀ

ଚିର ଯୌବନା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବିଷ୍ଣୁ ପାଟରାଣୀ ମହାଲକ୍ଷ୍ମୀ କ୍ଷୀର ସିନ୍ଧୁ ସମ୍ଭୁତା ରେତ ଭୃଣ ବାଳା କିଶୋରୀ ଜରା ଜୀର୍ଣ୍ଣ ବୃଦ୍ଧା ଭାସ୍କର ଶିର କିରୀଟ ନକ୍ଷତ୍ର ବକ୍ଷ ମାଳା ପୂର୍ଣ୍ଣିମା ଇନ୍ଦୁ କର୍ଣ୍ଣ କୁଣ୍ଡଳ ବିଶ୍ୱ ମୋହନୀ ବିଷ୍ନୁ ମାୟା ପଦ୍ମ ପାଦ କଟିର କୁମ୍ଭରେ ମୋକ୍ଷ ସୁଧା

No comments:

Post a Comment