Saturday, 14 June 2025

ଯାହା ଦେଖୁଅଛି

ଯାହା ଦେଖୁଅଛି ମୋର ଏହି ଦୁଇ ନୟନେ କାଳିଆରେ ସକଳ କିଛି ତୋହର ହିଁ ଲୀଳା ଯାହା ସମସ୍ତଙ୍କଠାରୁ ସୁନ୍ଦର ଏହିଁ ସଂସାରେ କେବଳ ତୋ କଳାଧଳା ଦୁଇ ଆଖିଡୋଳା

No comments:

Post a Comment