Thursday, 19 June 2025

ସୁନ୍ଦର ସୁନ୍ଦର ଅତିବ ସୁନ୍ଦର କୃଷ୍ଣ ରୂପ

ସୁନ୍ଦର ସୁନ୍ଦର ଅତିବ ସୁନ୍ଦର କୃଷ୍ଣ ରୂପ ଦର୍ଶନ ମିଳେ କରିଥିଲେ କୋଟିଏ ତପ ମଧୁର ମଧୁର ଅତିବ ମଧୂର ବଂଶୀ ସ୍ଵନ କର୍ଣ୍ଣକୁ ଶୁଭଇ ଦେହରୁ କାଢ଼ିଲେ ପାପ

No comments:

Post a Comment