Friday, 20 June 2025

ସଦ୍ୟ କମଳ ପାଖୁଡାରେ କମଳିନୀ ଦେହର ରଙ୍ଗ

ସଦ୍ୟ କମଳ ପାଖୁଡାରେ କମଳିନୀ ଦେହର ରଙ୍ଗ ସଦ୍ୟ କମଳ ପାଖୁଡ଼ାରେ କମଳିନୀ ଦେହର ଗନ୍ଧ ସଦା ଚିନ୍ତେ ପତିତ କମଳା ସେବିତ କମଳ ପାଦକୁ ହେ କମଳ ନୟନ ତୋର ପାଦରେ ମୋତେ ବାନ୍ଧ

No comments:

Post a Comment