Sunday, 15 June 2025

ଅତି ପ୍ରଶସ୍ତ ତୁମ୍ଭ ବାଇଶି ପାହାଚ ଚଢ଼ିବାକୁ ନ ହେଲି ସମର୍ଥ

ଅତି ପ୍ରଶସ୍ତ ତୁମ୍ଭ ବାଇଶି ପାହାଚ ଚଢ଼ିବାକୁ ନ ହେଲି ସମର୍ଥ ନିଜର ଇନ୍ଦ୍ରିୟ ମନ ଏହି ଦୁର୍ଲଭ ଯୋନି ଜନ୍ମକୁ କଲେ ବ୍ୟର୍ଥ ଅତି ଭାବରେ ତେଣୁ ବାନ୍ଧିଲି କ୍ଷୀଣ ଭକ୍ତିକୁ ଚାରି ଧାଡି କରି ଅପଲକ ସହୃଦୟ ଥରେ ଚାହଁଲେ ଲଭିବଇଁ ପରିଶ୍ରମ ଅର୍ଥ

No comments:

Post a Comment