Monday, 16 June 2025

ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଜରରେ ଅରୁଚି ମୁଖ କମଳ

ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଜରରେ ଅରୁଚି ମୁଖ କମଳ ଉଠନ୍ତୁ ଅନନ୍ତ ଶୟନ ଉଠନ୍ତୁ ଲୀଳାନିଧି ଉଠନ୍ତୁ କୃଷ୍ଣ ରାମ ସତ୍ୟ ଶାନ୍ତି ଦୟା କ୍ଷମା ଅହିଂସା ମିଶାଇ ପଣା କରି ଆଣିଛୁ ପାନ କରି ସୁସ୍ଥ ହୁଅନ୍ତୁ ବିନତି କରୁଅଛୁ ବଶ୍ୱାସ ଭକ୍ତି ପ୍ରେମ

No comments:

Post a Comment