A flower with 4 petals
Tuesday, 17 June 2025
ପଦ୍ମପାଦ ବଢାନ୍ତୁ
ପଦ୍ମପାଦ ବଢାନ୍ତୁ ହେ ବିଶ୍ୱ ମଣିମା ଧିରେ ଧିରେ ଘଷିଦେବି ହେ ବାସୁଦେବ ବଳରାମ ସତରେ ବହୁତ ଲାଗିବ ଆରାମ ଅଜର ଅମର ନବନିତ ଚୋରା ବାଳ ଗୋପାଳଙ୍କୁ କି ଜର କେଉଁ ଭକ୍ତର ନଜର ଲାଗିଥିବ ହରେ କୃଷ୍ଣ ହରେ ରାମ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment