A flower with 4 petals
Sunday, 15 June 2025
ନବଧା ଭକ୍ତିରେ ଯେଡ଼ିକି ଭିଡି ବାନ୍ଧୁ ଭକତକୁ ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ
ନବଧା ଭକ୍ତିରେ ଯେଡ଼ିକି ଭିଡି ବାନ୍ଧୁ ଭକତକୁ ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ ହେ ଚକାଡୋଳା ବ୍ରହ୍ମଦାରୁ ମହାବାହୁ କିଏ କଳିବ ତୁମ୍ଭ ତାକତକୁ ନୀଳ ଚକ୍ର ନେତ ବଡଦାଣ୍ଡ ବାଇଶି ପାବଛ ଗରୁଡ ସକଳ ସାକ୍ଷୀ ସକଳ ଅବତାର କେବଳ ସନ୍ଥ ପାଳନ ଉଦ୍ଧରିବା ଲାଗି ପତିତକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment