Tuesday, 17 June 2025

ମାଆ କମଳାଙ୍କ ପାଦପଦ୍ମରେ ଚିତ୍ତ ରଖିଲେ

ମାଆ କମଳାଙ୍କ ପାଦପଦ୍ମରେ ଚିତ୍ତ ରଖିଲେ ଅନାୟସେ ମିଳେ କମଳାକାନ୍ତ ପାଦରେ ଭକ୍ତି ନିରନ୍ତର ମୁକ୍ତି ପାଇବା ପାଇଁ ଉଦ୍ୟମ କଲେ ଅନାୟସରେ ଲାଭହୁଏ ଯମ ଯାତନରୁ ମୁକ୍ତି

No comments:

Post a Comment