Sunday, 15 June 2025

ଦିନ ଆଲୋକରେ ଚାଲି ବି ମୁହିଁ ଝୁଣ୍ଟି ପଡେ ବାରମ୍ବାର

ଦିନ ଆଲୋକରେ ଚାଲି ବି ମୁହିଁ ଝୁଣ୍ଟି ପଡେ ବାରମ୍ବାର ହେ ଅପଲକ ସବୁବେଳେ ପଡିଯିବାରୁ ରଖିଛନ୍ତି ଆପଣ ରାତି ଅନ୍ଧାରରେ କଇଁ ଫୁଟେ କେବଳ ତୁମରି ସ୍ପର୍ଶ ପାଇ ହେ ସୂର୍ଯ୍ୟ ଚନ୍ଦ୍ର ମୁଖ ଥରେ ଛୁଇଁ ପାରିବିକି ଛନ୍ଦା ଚରଣ

No comments:

Post a Comment