Monday, 16 June 2025

ମୋ ବାଡ଼ିରେ ଫୁଟିଛି ମଧୁ ମାଳତୀ

ମୋ ବାଡ଼ିରେ ଫୁଟିଛି ମଧୁ ମାଳତୀ ସାଇ ପାଦରେ ଦେଇ କରେ ଆରତୀ କରିବେ କି କୃପା ହରି ଦୁଃଖି ଜୀବନ ନିଷ୍କାମ ସେବାରେ ଅରଜିବେ କିରତି

No comments:

Post a Comment