Thursday, 19 June 2025

ଚକାଡ଼ୋଳା ହେ ତୁମ୍ଭଙ୍କୁ ଚାହିଁଦେଲେ ବେନି ଆଖି ପୁରେ

ଚକାଡ଼ୋଳା ହେ ତୁମ୍ଭଙ୍କୁ ଚାହିଁଦେଲେ ବେନି ଆଖି ପୁରେ ଚକା ନୟନ ହେ ତୁମ୍ଭଙ୍କୁ ଭାବିଲେ ପିଣ୍ଡରେ ପ୍ରାଣ ଭରେ ଅଧାଗଢା ହେ ତୋ ଲୀଳା ଶୁଣିଲେ ସୁଧାରେ ପୂର୍ଣ୍ଣ କାନ ବ୍ରହ୍ମଦାରୁ ହେ ଭାବ ଲଗାଇଲେ ଦିବସ ନିଶି ଝୁରି ମରେ

No comments:

Post a Comment