Saturday, 21 June 2025

ଯେତେ ଯେତେ ଥର ଥୋଇଲି ମଥାରେ ଗୀତା ଭାଗବତ

ଯେତେ ଯେତେ ଥର ଥୋଇଲି ମଥାରେ ଗୀତା ଭାଗବତ ସେତେ ସେତେ ହାଲୁକା ହେଲା ମୋତେ ସଂସାର ଜଞ୍ଜାଳ ଯେତେ ଯେତେ ଥର ଚଢିଲି ମୁଁ ପାଦରେ ବାଇଶି ପାହାଚ ସେତେ ସେତେ ନିରବ ହେଲେ ମୋ ମନ ବିକାର କଙ୍କାଳ

No comments:

Post a Comment