Friday, 20 June 2025

ସୂର୍ଯ୍ୟ ରୂପରେ ଯେଉଁ ଶ୍ରୀଗୋବିନ୍ଦ ସକଳ ଶକ୍ତି ଆଧାର

ସୂର୍ଯ୍ୟ ରୂପରେ ଯେଉଁ ଶ୍ରୀଗୋବିନ୍ଦ ସକଳ ଶକ୍ତି ଆଧାର ସୁଧାକର ରୂପରେ ଜୋତ୍ସନା ସିକ୍ତ କରନ୍ତି ରାତ୍ରୀ ଅନ୍ଧାର ବ୍ରହ୍ମରାଶି ରୂପରେ ଯେଉଁ ବାସୁଦେବ ସର୍ବ ଭୂତ ଆଧାର ଧର୍ମ ରୂପରେ କରୁଣାସିନ୍ଧୁ ଚକାଆଖି ସର୍ବ ଜୀବ ଉଦ୍ଧାର

No comments:

Post a Comment