A flower with 4 petals
Wednesday, 4 June 2025
ମାୟା ପଛେ ପଛେ ଜୀବନ
ମାୟା ପଛେ ପଛେ ଜୀବନ ସାରାଯାକ ଧାଉଁଛି ଲେଶ ଲେଶ ନ ପାଏ ତୋ ପ୍ରକୃତ କାୟା ଛାୟା କୃଷ୍ଣ ଦୟାଳୁ ବୋଲି ପୃଥ୍ୱୀରେ ଡୁଙ୍ଗୁରା ବାଜୁଛି ହେ ଅପଲକ ଚକାଆଖି ଟିକେ କରନ୍ତେନି ଦୟା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment