Monday, 9 June 2025

କର୍ଣ୍ଣରେ ଶୁଣୁଅଛି ତୁମ୍ଭ ଅଶେଷ ଯଶ ହେ ଚକାଡୋଳା

କର୍ଣ୍ଣରେ ଶୁଣୁଅଛି ତୁମ୍ଭ ଅଶେଷ ଯଶ ହେ ଚକାଡୋଳା ଏହି ଦୁଇ ଆଖିରେ ଦେଖୁଅଛି ଆହାଃ ମଧୁର ସ୍ମିତ ମୁଖ ଇନ୍ଦ୍ରିୟ ବିକାର ଆଡେଇ ବାଇଶି ପାହାଚ ଚଢି ଆସିଛି ଭକ୍ତ ଶରଣ ପଞ୍ଜର ଅଭୟ ଛନ୍ଦା ପାଦରେ ରଖ ରଖ

No comments:

Post a Comment