Tuesday, 10 June 2025

ତୁମ୍ଭଙ୍କୁ ହାଡ଼େ ହାଡ଼େ

ତୁମ୍ଭଙ୍କୁ ହାଡ଼େ ହାଡ଼େ ମୁହିଁ ଅନୁଭବ କରିସାରିଲିଣି ହେ କାଳୀୟ ଗଞ୍ଜନ ସତରେ ତୁମ୍ଭେ ବଡ ନାଟୁଆ ହେ କୁଳ ବୁଡ଼ା ଘର ଛଡ଼ା ଗୋପୀଙ୍କ ହୃଦୟ ପୀଡା ହେ ବାଳ ଗୋପାଳ ବନମାଳୀ ତୁମ୍ଭେ ବଡ ହଟିଆ

No comments:

Post a Comment