Friday, 6 June 2025

ତୋ କୃପା କଟାକ୍ଷ ବିନା ହେ ଅପଲକ ଉଦାର ଚକାଡୋଳା

ତୋ କୃପା କଟାକ୍ଷ ବିନା ହେ ଅପଲକ ଉଦାର ଚକାଡୋଳା ଜୀବ କୋଟି ଜନ୍ମ ଅସମର୍ଥ ଚଢ଼ିବାକୁ ତୋର ବାଇଶିପାହାଚ ତୋ ସଂକଳ୍ପ ବିନା ହେ ନୀଳାଚଳ ମାଧୁରୀ ପାଣ୍ଡଵର ସଖା ଜୀବ ଦେହରେ ସ୍ପର୍ଶ ନ କରି ପାରେ ତୋତେ କଳା କାଇଁଚ

No comments:

Post a Comment