Friday, 6 June 2025

ହେ ଚକାଡୋଳା ହେ ରବି ସୁଧାକର ଅତି ସୁଶାନ୍ତ ମୁଖ

ହେ ଚକାଡୋଳା ହେ ରବି ସୁଧାକର ଅତି ସୁଶାନ୍ତ ମୁଖ ହେ ପତିତପାବନ ଜୀବ ଜୀବନ ଅନ୍ଧାରରେ ଆଲୋକ ତୋ ବିଶାଳ ବକ୍ଷ ମହା ବାହୁ ପରମ ଆଶ୍ରୟ ହେ କୃଷ୍ଣ ହେ ଭକତ ଚିତ୍ତ ଚନ୍ଦନ ସାମିପ୍ୟ ସାଜୁଯ୍ୟ ସାଲୋକ୍ୟ

No comments:

Post a Comment