Wednesday, 4 June 2025

ମୋର ବାଲ୍ୟ କୈଶୋର ଯୌବନ ସରି

ମୋର ବାଲ୍ୟ କୈଶୋର ଯୌବନ ସରି ବାର୍ଦ୍ଧକ୍ୟ ଉପନୀତ ବିକାର ବୋଲେ ସମ୍ପୂର୍ଣ୍ଣ ବେକାର କଲି ଅତି ଦୁର୍ଲଭ ଜୀବନ ଅନ୍ତକାଳ କ୍ଷୀଣ ଦୃଷ୍ଟି ନେତ୍ର ଦିଶିବକି ହେ ମୋହନ ମୁରଲୀ ତୁମ୍ଭ ଦର୍ଶନ ସ୍ପର୍ଶ ସମ୍ଭାଷଣ ମୋତେ ହୋଇଲା ସାତ ସପନ

No comments:

Post a Comment