Saturday, 7 June 2025

ଓଁକାର ଏକାକ୍ଷର ଚକାଡୋଳା

ଓଁକାର ଏକାକ୍ଷର ଚକାଡୋଳା ଅନାଦି ଆରମ୍ଭ ସୃଷ୍ଟି ସ୍ଥିତି ଲୟ ଅବ୍ୟକ୍ତ ପାଦରେ ଚିତ୍ତ ଶୀତଳ ଅପଲକ ଦୃଷ୍ଟି ହରେ ଭଵଭୟ

No comments:

Post a Comment