Saturday, 7 June 2025

ଅତି ଦରିଦ୍ର ଲୋକକୁ ଅମୁଲ୍ୟ ଧନର ଗଣ୍ଠିଲି

ଅତି ଦରିଦ୍ର ଲୋକକୁ ଅମୁଲ୍ୟ ଧନର ଗଣ୍ଠିଲି ସନ୍ତାନକୁ ସୁଆଦ ମାଆର ପରଷା ହାତ ରନ୍ଧା ଗୋପାଳ ବାଳକୁ ଚିର ଅମୃତ ଭକ୍ତର ଗଣ୍ଠିଲି ଭକ୍ତର ଭାବ ଡୋରିରେ ସଦା ପଡିଥାଏ ବନ୍ଧା

No comments:

Post a Comment