Thursday, 5 June 2025

ବ୍ରହ୍ମଦାରୁଙ୍କ କୃପାପାତ୍ରରୁ ସତ୍ୟ ଦୟା ଧର୍ମ ଶାନ୍ତି ପ୍ରେମ ଅହିଂସା

ଶତ ଶତ କୋଟି ପ୍ରଣାମ ତୁମ ପାଦ ପଦ୍ମରେ ଓଁ ଶ୍ରୀ ସାଇରାମ ବିକାର ଗ୍ରସ୍ତ ବେକାର କଳି ମଣିଷ ଭ୍ରମୁଥିଲା ସଂସାରେ ବଣେ ବ୍ରହ୍ମଦାରୁଙ୍କ କୃପାପାତ୍ରରୁ ସତ୍ୟ ଦୟା ଧର୍ମ ଶାନ୍ତି ପ୍ରେମ ଅହିଂସା ଓଁ ଶ୍ରୀ ସାଇରାମ ସ୍ଥାପିଲ ମନୁଷ୍ୟ ହୃଦୟ କୋଣେ ଅନୁକୋଣେ
A hundred hundred crore salutations at your lotus feet, Om Shri Sairam. The troubled, distressed, and useless Kali Yuga man was wandering in the world, blinded by illusions. Om Shri Sairam you distributed from the grace-laden vessel of Brahman, truth, compassion, righteousness, peace, love, and non-violence in the every corner of the human heart.

No comments:

Post a Comment