Saturday, 7 June 2025

ତୁମେ ଏମିତି ଗୋଟିଏ ବିଗ୍ରହ

ତୁମେ ଏମିତି ଗୋଟିଏ ବିଗ୍ରହ ନର ନାରୀ ଦୁଇ ପରିପୂରକ ସିନ୍ଧୁ ସୁତା ଗୋବିନ୍ଦ ଗୋଟିଏ ଆତ୍ମା ଦୁଇଟି ସ୍ହନିହିତ କୋଣ ଭାଗବତ ପଞ୍ଚଭୂତ ସର୍ବ ଭୁତ ଦାରୁବ୍ରହ୍ମ ପୂର୍ଣ୍ଣବ୍ରହ୍ମ ବ୍ରହ୍ମାନନ୍ଦ ହେ କାଳୀୟ ଗଞ୍ଜନ ଶୁଭୁଥାଉ ତୋ ପାଦ ନୁପୁର ରୁଣ ଝୁଣ

No comments:

Post a Comment