Monday, 9 June 2025

ତୋର ବାଇଶି ପାହାଚ ଧୂଳି ଶିରରେ ବୋଳିଲେ

ତୋର ବାଇଶି ପାହାଚ ଧୂଳି ଶିରରେ ବୋଳିଲେ ମୋର ହୃଦୟ ବୃନ୍ଦାବନରେ ମଳୟ ପବନ ବହେ ତୋ ପହଣ୍ଡି ବିଜୟ ବେଶକୁ ଏହି ଆଖି ଦେଖିଲେ ମୋ ମନ କୋକିଳ ଅଧିରେ କୃଷ୍ଣ କୃଷ୍ଣ କୃଷ୍ଣ ଗାଏ

No comments:

Post a Comment