A flower with 4 petals
Saturday, 13 June 2026
ଗୋଟିଏ ପରେ ଆଉ ଗୋଟିଏ ଗଳା ମଣ୍ଡନ କରେ
ଗୋଟିଏ ପରେ ଆଉ ଗୋଟିଏ ଗଳା ମଣ୍ଡନ କରେ ମର୍ତ୍ତ୍ୟରେ ଜୀବ ଜୀବନ ସମସ୍ୟାର ଅଶେଷ ମାଳା ଶ୍ରୀକ୍ଷେତ୍ରରେ କିଵା ବ୍ରହ୍ମାନନ୍ଦ ଅଭାବ ହେ ଗୋବିନ୍ଦ ରେଣୁଏ ଦେଲେ କି ସରିବ ଲକ୍ଷ୍ମୀ କୈବଲ୍ୟ ଖଳା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment