Friday, 12 June 2026

ଅକ୍ଷରରେ ଲେଖିଲେ ଆମ ସମ୍ପର୍କ ଲିଭିଯିବ

ଅକ୍ଷରରେ ଲେଖିଲେ ଆମ ସମ୍ପର୍କ ଲିଭିଯିବ ଆମ ସମ୍ପର୍କ ରକ୍ତ ସ୍ଵାକ୍ଷରରେ ବଂଶ ବୁଡ଼ିଯିବ ଦାରୁବ୍ରହ୍ମ ମହାବାହୁ କୋରଡରେ ଵାସ କଲି ନୀଳଚକ୍ରରେ ପତିତପାବନ ବାନା ଉଡୁଥିବ

No comments:

Post a Comment