Saturday, 20 June 2026

ନେବେ ନାହିଁ ସେ ଚକାଡୋଳା କିଛି ନେବେ ନାହିଁ

ନେବେ ନାହିଁ ସେ ଚକାଡୋଳା କିଛି ନେବେ ନାହିଁ ନେଲେ କିଛି ତୁ ମିତଣୀ ହରେଇବୁ ତୋ ସର୍ବସ୍ବ ଧରା ଦେବେ ନାହିଁ ସେହି ବ୍ରହ୍ମଦାରୁ ଦେବେ ନାହିଁ ଦେଲେ ମିତଣୀ ଜୀବନେ ଲଭିବୁ ପରମ ଉଶ୍ୱାସ

No comments:

Post a Comment