Tuesday, 9 June 2026

ଗୋବିନ୍ଦ ରୂପ ସ୍ମରଣେ କର୍ମ ଫଳ ଧ୍ବଂସ

ଗୋବିନ୍ଦ ରୂପ ସ୍ମରଣେ କର୍ମ ଫଳ ଧ୍ବଂସ ଗୋଵିନ୍ଦ ନାମ କୀର୍ତ୍ତନରେ ଅମୃତ ବର୍ଷା ଗୋବିନ୍ଦ ଲୀଳା ଶ୍ରବଣେ ଭଵ ବନ୍ଧ ଛିନ୍ନ ଗୋବିନ୍ଦ ଛନ୍ଦା ଚରଣରେ ଲକ୍ଷ୍ମୀଙ୍କ ବସା

No comments:

Post a Comment