Friday, 19 June 2026

ତୋର ପାଦେ ପଡୁଛିରେ କ୍ରୋଧ

ତୋର ପାଦେ ପଡୁଛିରେ କ୍ରୋଧ କେବେ ନ ପଶିବୁ ମୋ ହୃଦରେ ହୃଦୟରେ ସାଇତିଛି ଗୋବିନ୍ଦ ମୁଁ ନିତି ପୂଜାକରେ ଛନ୍ଦା ପାଦ

No comments:

Post a Comment