Sunday, 14 June 2026

ଆତ୍ମାର ବହୁତ ପରିଚିତ୍ତ ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ଅପରିଚିତ୍ତ

ଆତ୍ମାର ବହୁତ ପରିଚିତ୍ତ ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ଅପରିଚିତ୍ତ କଳାକାହ୍ନୁ ବନମାଳୀ ବଂଶୀରେ ମୋହିଛ ରାଧା ଚିତ୍ତ ପଦ୍ମନାଭ ଅଖିଳ ସଂସାର ଆଧାର ନିର୍ମଳ ବ୍ରହ୍ମ ଗାତ୍ର ସତ୍ୟ ଧର୍ମ ପ୍ରେମ ଅହିଂସା ସନାତନ ସର୍ବ ପ୍ରାଣୀ ହିତ

No comments:

Post a Comment